କଟକ ସହରରେ ସ୍ଥିତି ସ୍ବାଭାବିକ ହେଉଛି କହିଲେ ଜିଲ୍ଲାପାଳ
କଟକ ସହରରେ ସ୍ଥିତି ସ୍ବାଭାବିକ ହେଉଛି କହିଲେ ଜିଲ୍ଲାପାଳ । ସ୍ଥିତିକୁ ଦେଖି ଇଣ୍ଟରନେଟ ବନ୍ଦ ପାଇଁ କହିଥିଲୁ, ତାହା ଲାଗୁ ହୋଇଛି। ଆଜି ଯାହା ଘଟିଲା ତାହା ଦୁର୍ଭାଗ୍ୟଜନକ, ଶାନ୍ତି ପାଇଁ ଅପିଲ୍ କରୁଛୁ। ଯେଉଁମାନେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି, କାର୍ଯ୍ୟାନୁଷ୍ଠାନ ହେବ। ପୋଲିସ ମହାନିର୍ଦ୍ଦେଶକ, ପୋଲିସ କମିଶନର ଆସି ପହଞ୍ଚିଛନ୍ତି।













Click it and Unblock the Notifications