ସ୍କୁଟି ରଖି ନଦୀକୁ ଡେଇଁଲେ ଦୋକାନୀ, ଭାସୁଛି ମୃତ ଦେହ

ଚମ୍ପୁଆ ବୈତରଣୀ ନଦୀକୁ ଡେଇଁଲେ ଦୋକାନୀ। ସ୍କୁଟିକୁ ପୋଲ ଉପରେ ରଖି ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ ।ବ୍ୟକ୍ତିଙ୍କ ମୃତଦେହ ନଦୀରେ ଭାସୁଛି ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରି ତଦନ୍ତ କରୁଥିବା ଜଣାପଡ଼ିଛି।

dealth

ସୂଚନାଥାଉକି, ବୈତରଣୀ ନଦୀ ପୋଲ ଜଣେ ଦୋକାନୀ ସ୍କୁଟି ରଖି ଡେଇଁ ପଡିଥିଲେ। ଘଟଣାସ୍ଥଳରେ ଝାଡ଼ଖଣ୍ଡ ପୋଲିସ ପହଞ୍ଚି ସ୍କୁଟି ଜବତ କରିଥିବା ଜଣାପଡିଛି। ନଦୀରେ ଭାସୁଥିବା ମୃତକ ଜଣକ ଚମ୍ପୁଆ ବ୍ଲକ ଅଫିସ୍ ନିକଟ ବିସ୍କୁଟ ହୋଲସେଲିଂ ଦୋକାନୀ ବସନ୍ତ ପାତ୍ର ବୋଲି ସନ୍ଦେହ କରାଯାଉଛି।

ଏନେଇ ଅଗ୍ନିଶମ ଟିମ୍‌କୁ ସୂଚନା ଦିଆଯାଇଛି। ତେବେ ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି। ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ଜଣାପଡିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+