Get Updates
Get notified of breaking news, exclusive insights, and must-see stories!

ଲୋକସେବା ଭବନରେ ଖାଲି ପଡିଛି ବଡ଼ ବାବୁଙ୍କ ପଦବୀ

ଓଡ଼ିଶା ଲୋକସେବା ଭବନରେ ଖାଲି ପଡିଛି ବଡ଼ ବାବୁଙ୍କ ପଦବୀ । ୧୦୫ ଜଣ ଅନୁ ଶାସନ ସଚିବଙ୍କ ପଦବୀ ଖାଲିଥିବା ବେଳେ ୧ ଅତିରିକ୍ତ ଶାସନ ସଚିବ ଖାଲି ପଡ଼ିଛି । ସେହିଭଳି ୨ଟି ଯୁଗ୍ମ ଶାସନ ସଚିବ, ୨ଟି ଉପ ଶାସନ ସଚିବ, ୪ ଜଣ ଡେସ୍କ ଅଫିସର, ୩୬୫ ଜଣ ଉପ ବିଭାଗ ଅଧିକାରୀ, ୩୪୮ ଜଣ ସହକାରୀ ଉପ ବିଭାଗ ଅଧିକାରୀ ପଦବୀ ଖାଲି ପଡିଛି ।

ବିଧାନସଭାରେ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Lok Seva Bhavan
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+