କଳା କାଚ ଲଗାଇ ମାଲିକ ଦେଲେଣି ମୋଟା ଅଙ୍କର ଫାଇନ

ଚାରି ଚକିଆଙ୍କୁ କଳା କାଚ ଅଡୁଆ । ଚାରି ଚକିଆ କାର୍‌ରେ କଳା ରଙ୍ଗର ଫିଲ୍ମ ଲଗାଇଲେ କାର୍ଯ୍ୟାନୁଷ୍ଠାନ ହେଉଛି । ଗୃହରେ ଉତ୍ତର ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ।

krushna mahapatra

ମନ୍ତ୍ରୀ କହିଛନ୍ତି, ୨୦୨୪ ମସିହା ଜାନୁଆରୀ ୪ ତାରିଖ ଠାରୁ ୨୦୨୫ ମସିହା ଅକ୍ଟୋବର ୩୧ ତାରିଖ ମଧ୍ୟରେ ୨୧୪ଟି କଳା ରଙ୍ଗର ଫିଲ୍ମ ଲଗାଇଥିବା ମାଲିକଙ୍କ ବିରୁଦ୍ଧରେ ହୋଇଛି ଇ-ଚାଲାଣ । ସେଥିରୁ କେବଳ ଭୁବନେଶ୍ୱରରେ ୧୬୨ଟି ଗାଡ଼ି ଅନ୍ତର୍ଭୁକ୍ତ । ୨୦ଟି ଗାଡ଼ି ମାଲିକଙ୍କୁ ଠାରୁ ୫ ଶହ ଟଙ୍କା ହିସାବରେ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି । ଅବଶିଷ୍ଟ ୧୯୪ଟି ଗାଡ଼ି ମାଲିକଙ୍କ ବିରୁଦ୍ଧରେ ପ୍ରୋସିକ୍ୟୁସନ ରିପୋର୍ଟ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ବିଚାର ପାଇଁ ଅଛି ।

ବିଧାନସଭାରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଉତ୍ତର ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+