ଦୋଷୀକୁ ଦଣ୍ଡ ମିଳୁ ଏହା ବିରୋଧୀ ଚାହୁଁ ନାହାଁନ୍ତି, କେବଳ ରାଜନୈତିକ ଫାଇଦା ପାଇଁ ଏମିତି କରୁଛନ୍ତି ; ଅଶ୍ୱିନୀ ଷଡ଼ଙ୍ଗୀ

ବିଜୁଜନତାଦଳତରଫରୁଆସନ୍ତା୨୧ତାରିଖଦିନକଟକ, ସମ୍ବଲପୁରଓବ୍ରହ୍ମପୁରରେ ଆରଡିସି ସ୍ତରୀୟ ପ୍ରତିବାଦକରାଯିବ। ଏନେଇ ଦଳର ଉପସଭାପତି ଦେବୀମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି,ବାଲେଶ୍ଵରଏଫଏମକଲେଜଘଟଣାକୁନେଇବିଜୁଜନତାଦଳତରଫରୁବିଜୁଛାତ୍ରଜନତାଦଳତରଫରୁପ୍ରତିବାଦହୋଇଥିଲା।ଏହାପରେବାଲେଶ୍ଵରବନ୍ଦମଧ୍ୟଶାନ୍ତିପୂର୍ଣ୍ଣଉପାୟରେହୋଇଥିଲା।ଏହାପରେଲୋକସେବାଭବନ୍ଘେରାଉମଧ୍ୟଶାନ୍ତିପୂର୍ଣ୍ଣଭାବେହୋଇଥିଲା।ଆଜିମଧ୍ୟନିରବପ୍ରତିବାଦଆମେଶୃଙ୍ଖଳିତଢଙ୍ଗରେକରିଛୁ।ବିଚାରବିଭାଗୀୟତଦନ୍ତଦାବିଆମେରଖିଛୁ।ବିଜେଡିତରଫରୁଆସନ୍ତା୨୧ତାରିଖଦିନକଟକ, ସମ୍ବଲପୁରଓବ୍ରହ୍ମପୁରରେ ଆରଡିସିସ୍ତରୀୟ ପ୍ରତିବାଦ କରିବୁ।

Ashwini Sarangi

ବିଜେଡିର ଆରଡିସି ସ୍ତରୀୟ ପ୍ରତିବାଦ ନେ଼ଇ ବରଗଡ଼ ବିଜେପି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖି କହିଛନ୍ତି, ମୁଖ୍ୟ ବିରୋଧୀଦଳ ପାଇଁ କଂଗ୍ରେସ ଓ ବିଜେଡି ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଦୋଷୀକୁ ଦଣ୍ଡ ମିଳୁ ବିରୋଧୀ ଚାହୁଁ ନାହାଁନ୍ତି। କେବଳ ରାଜନୈତିକ ଫାଇଦା ନେବାକୁ ଉଦ୍ୟମ କରିଛନ୍ତି। ଘଟଣାରେ ତୁରନ୍ତ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଯିଏ ବି ଦୋଷୀ କାହାକୁ ଛଡାଯିବ ନାହିଁ, ଆକ୍ସନ ହେବ। ଯାହାଆବଶ୍ୟକ, ତାହା ସରକାର କରୁଛନ୍ତି। ସରକାର ଘଟଣାକୁ ନେଇ ସମ୍ପୂର୍ଣ୍ଣ ସମ୍ବେଦନଶୀଳ ଅଛନ୍ତି। ଆଗକୁ ବି ଉଚିତ୍ ପଦକ୍ଷେପ ନେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+