ଡିସେମ୍ବର ସୁଦ୍ଧା ସବୁ ଗାଁରେ ପହଞ୍ଚିବ ନେଟୱାର୍କ, ବିଧାନସଭାରେ ଉତ୍ତର ରଖିଲେ ଆଇଟି ମନ୍ତ୍ରୀ

ଡିସେମ୍ବର ସୁଦ୍ଧା ଓଡ଼ିଶାର ସବୁ ଗାଁକୁ ମିଳିବ ନେଟୱର୍କ ସେବା । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଲିଖିତ ଉତ୍ତର ରଖିଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟର ମୋଟ୍‌ ୩ହଜାର ୫ଶହ ୧୦ ଟି ଗାଁରେ ମୋବାଇଲ ନେଟ୍‌ୱର୍କ ଉପଲବ୍ଧ ନାହିଁ ।

Mukesh Mahaling

ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧ହଜାର ୬୨ଟି ଗାଁର ଲୋକ ମୋବାଇଲ ନେଟୱର୍କ ସେବାରୁ ବଂଚିତ । ସମସ୍ତ ଗାଁକୁ ମୋବାଇଲ ନେଟୱର୍କ ଯୋଗାଇ ଦେବା ପାଇଁ ଜିଲ୍ଲାର ସମସ୍ତ ମୋବାଇଲ ଟାୱାରକୁ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ । ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଥିବା କହିଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+