ସୋର ଲିଙ୍ଗପଡ଼ାରେ ଯୁବତୀଙ୍କୁ ଗଳାକାଟି ହତ୍ୟା ଘଟଣା; ପୋଲିସକୁ ଦେଖି ବିଷ ଖାଇଦେଲା ଅଭିଯୁକ୍ତ !

ସୋର ଲିଙ୍ଗପଡ଼ାରେ ଯୁବତୀଙ୍କୁ ଗଳାକାଟି ହତ୍ୟା ଘଟଣାରେ ଅଭିଯୁକ୍ତ ଯୁବକକୁ ବନ୍ଧିଲା ପୋଲିସ । ୩ ଦିନ ପରେ ଫେରାର ଯୁବକ ଗୁରୁତର ଅବସ୍ଥାରେ ଉଦ୍ଧାର । ଭଦ୍ରକ ବାସୁଦେବପୁର ଚୂଡ଼ାମଣି ସ୍ଥିତ ଗାଁରୁ ଉଦ୍ଧାର କଲା ପୋଲିସ । ଗାଁ ନିକଟ ଜଙ୍ଗଲରେ ଲୁଚି ଥିବା ଖବର ପାଇ ଯାଇଥିଲା ପୋଲିସ । ପୋଲିସକୁ ଦେଖି ଭୟରେ ଅଭିଯୁକ୍ତ ଯୁବକ ବିଷ ଖାଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ବାସୁଦେବପରରୁ ଭଦ୍ରକ ସ୍ଥାନାନ୍ତର ହୋଇଛି ଅଭିଯୁକ୍ତ । ଏକତରଫା ପ୍ରେମରୁ ଯୁବତୀଙ୍କୁ ଗଳାକାଟି ହତ୍ୟା କରିଥିଲା ।

Lingpada
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+