ବଡ ଘୋଷଣା କଲେ ମନ୍ତ୍ରୀ; କହିଲେ ରହିବନି ପିଇବା ପାଣି ସମସ୍ୟା, ସବୁ ଗାଁରେ ପହଞ୍ଚିବ ପାଇପ ପାଣି

ଏବେ ବି ଅନେକ ଗାଁ ବିଶୁଦ୍ଧ ପାନୀୟ ଜଳ ପାଇବାରେ ଅସୁବିଧାର ସମ୍ମୁଖୀନ୍ନ ହେଉଛନ୍ତି । ଏ ନେଇ ଗୃହରେ ଉଠିଲା ପ୍ରଶ୍ନ ,୨୦୨୬ ସୁଦ୍ଧା ସବୁ ଗାଁକୁ ଯୋଗାଇ ଦିଆଯିବ ପାଇପ୍ ପାଣିର ସୁବିଧା । ଏ ନେଇ ଗୃହରେ ଲିଖିତ ଉତ୍ତର ରଖିଲେ ପାନୀୟ ଜଳଯୋଗାଣ ମନ୍ତ୍ରୀ । କହିଲେ,ରାଜ୍ୟରେ ୬,୭୯୪ଟି ପଞ୍ଚାୟତ ରହିଛି । ୫୨ ହଜାର ୬୩ଟି ୱାର୍ଡକୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉଛି ।୨୦୨୬ ସୁଦ୍ଧା ୪୦ ହଜାର ୧୯୩ଟି ୱାର୍ଡକୁ ପାଇପ୍ ପାଣିର ସୁବିଧା ପହଞ୍ଚାଇବା ଲକ୍ଷ୍ୟ ରହିଛି ।

rabi naik

ଏହା ସହ ଜଳଜୀବନ ମିଶନର ଅବଧି ବଢିଛି । କେନ୍ଦ୍ର ସରକାର ଏନେଇ ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି । ବସୁଧା ଯୋଜନାରେ ୧ ହଜାର ୬୦୦ କୋଟି ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ସରକାରଙ୍କ ଲକ୍ଷ୍ୟ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+