ମନ୍ତ୍ରୀ କଲେ ବଡ ଘୋଷଣା; ଧାନ ନଷ୍ଟ ହେଲେ ମିଳିବ କ୍ଷତିପୂରଣ, ପ୍ରଦୀପ ବଳସାମନ୍ତ

ଧାନ ନଷ୍ଟ ହେଲେ ଦିଆଯିବ କ୍ଷତି ପୂରଣ । ବଙ୍ଗୋପସାଗରରେ ସକ୍ରିୟ ଅବପାତ ପାଇଁ ରାଜ୍ୟରେ ୨ ଦିନ ଧରି ଜାରି ରହିଛି ବର୍ଷା । ଆଉ ଅନେକ ସ୍ଥାନରୁ ଆସୁଛି ଫସଲ ନଷ୍ଟର ଖବର । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ଧାନ ନଷ୍ଟ ହେଲେ କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ମଣ୍ଡିରେ ଧାନର ସୁରକ୍ଷା ପାଇଁ ଜରି ପାଲର ବ୍ୟବସ୍ଥା କରାଯାଇଛି ।

Pradeep Balasamant

ମଣ୍ଡି ରେ ଧାନ ଓଦା ହେବା ସମ୍ଭାବନା କମ । ବିଲରେ ବର୍ଷା ଯୋଗୁଁ ଗଜା ହୋଇ ଯାଇ ପାରେ । ବର୍ଷା କମିଲେ ଧାନ ଶୁଖିଲା ପରେ ମଣ୍ଡି ରେ କିଣାଯିବ ବୋଲି ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+