ବଡ ଘୋଷଣା କଲେ ମନ୍ତ୍ରୀ ; ବଦଳିବ ଆମ ଓଡ଼ିଶା ନବୀନ ଓଡ଼ିଶାର ନାଁ , ରହିବ ଏହି ନାଁ
ପୁଣି ଥରେ ବଡ ନିଷ୍ପତ୍ତି ନେବେ ରାଜ୍ୟ ସରକାର। ବଦଳି ଆମ ଓଡ଼ିଶା ନବୀନ ଓଡ଼ିଶାର ନାମ । ନୂଆ ନାମ ହେବ 'ବିକଶିତ ଗାଁ, ବିକଶିତ ଓଡ଼ିଶା'। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ।

ମନ୍ତ୍ରୀ କହିଛନ୍ତି, ଯୋଜନାର ନାମ ପରିବର୍ତ୍ତନ ନେଇ ରାଜ୍ୟ ସରକାର ୨ ଦିନ ଭିତରେ ଗାଇଡଲାଇନ୍ ଆଣୁଛନ୍ତି । ଏହାପରେ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ। ପଞ୍ଚାୟତ ପ୍ରତିନିଧିମାନଙ୍କୁ କ୍ଷମତା ଦିଆଯିବ । ଲୋକଙ୍କ ପ୍ରସ୍ତାବ ଅନୁସାରେ ଗ୍ରାମର ବିକାଶ କରାଯିବ ବୋଲି ସେ କହିଛନ୍ତି ।












Click it and Unblock the Notifications