Get Updates
Get notified of breaking news, exclusive insights, and must-see stories!

ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ

ଆମେ ଓଡ଼ିଆ, ଆମେ ଖାଇବା ଭାରି ବଢିଆ । ସାଧା ସିଧା ଖାଦ୍ୟ ହେଉ ବା ଆମିଷ । ଭାରି ଖାଦ୍ୟ ଲୋଭି ରାଜ୍ୟବାସୀ । ବିଶେଷ କରି ଓଡ଼ିଶାବାସୀଙ୍କ ପ୍ରିୟ ଖାସୀ ମାଂସ । ସେଥିପାଇଁ ତ ଓଡ଼ିଶାରେ ପ୍ରତିଦିନ ୦.୩୪ ହଜାର ମେଟ୍ରିକ ଟନ୍ ଖାସି ମାଂସର ଆବଶ୍ୟକତା ରହିଛି । ଖାଲି ଖାସି ମାଂସ ନୁହେଁ ତ ୦.୮୪ ହଜାର ମେଟ୍ରିକ ଟନ୍ କୁକୁଡ଼ା ମାଂସ ଆବଶ୍ୟକ ବି ଅଛି । ଆହୁରି ବି ମହଜୁଦ ଅଛି ୧୧୭.୪ ଲକ୍ଷ ଅଣ୍ଡା । ଗୃହରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଲିଖିତ ଉତ୍ତର ରଖିଛନ୍ତି ।

Assembly budget session

ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଲିଖିତ ଉତ୍ତର ରଖିଛନ୍ତି । ମନ୍ତ୍ରୀ ପଚାରିଥିଲେ କି, ଓଡ଼ିଶାରେ ପ୍ରତିଦିନ ହାରାହାରି କେତେ ପରିମାଣର ଖାସି ମାଂସ, କୁକୁଡା ମାଂସ, ଅଣ୍ଡା ଇତ୍ୟାଦି ଆବଶ୍ୟକ ଅଛି । ଆବଶ୍ୟକ ଅନୁଯାୟୀ କେତେ ପରିମାଣର ମହଜୁଦ୍ ଅଛି କଣ ପଦକ୍ଷେଣ ନେଇଛନ୍ତି ବୋଲି ପଚାରିଥିଲେ । ଏହି ପ୍ରଶ୍ନର ଉତ୍ତର ରଖିଥିଲେ ମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+