ମନ୍ତ୍ରୀ ଦେଲେ ବଡ ସୂଚନା; ଖୁବ୍ ଶୀଘ୍ର ନୂଆ ରୋଡ ପୋଲିସ ଆଣିବେ ରାଜ୍ୟ ସରକାର

ଖୁବ ଶୀଘ୍ର ନୂଆ ରୋଡ୍‌ ପଲିସି ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ,ନଗର ଉନ୍ନୟନ,ଜଳସଂପଦ ସମସ୍ତ ବିଭାଗକୁ ନେଇ ଆସିବ ୟୁନିଫର୍ମ ପଲିସି ।

Parthiraj Harichandan

ତାଳମେଳ ରକ୍ଷା କରିବା ପାଇଁ କମନ୍ ରୋଡ୍‌ ପଲିସି ଅଣାଯିବ । ପଲିସିର ବିଭିନ୍ନ ଦିଗକୁ ତର୍ଜମା କରାଯାଉଛି । ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି । ନୂଆ ରୋଡ୍‌,ମରାମତି ଓ ହସ୍ତାନ୍ତର ସବୁ କାମ ପାଇଁ ପଲିସି କାର୍ଯ୍ୟ କରିବ । ସର୍ବଭାରତୀୟ ସ୍ତରରେ ଓଡ଼ିଶା ରୋଡ୍‌ ନେଟୱାର୍କରେ ୧ ନମ୍ବର ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+