ମନ୍ତ୍ରୀ ଦେଲେ ବଡ ସୂଚନା; ୧୪ରୁ ମତ୍ସ୍ୟ - ପ୍ରାଣୀ ସମାବେଶ , ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆସନ୍ତା ଫେବୃଆରୀ ୧୪ରୁ 'ମତ୍ସ୍ୟ - ପ୍ରାଣୀ ସମାବେଶ ଓଡ଼ିଶା- ୨୦୨୫' ଅନୁଷ୍ଠିତ ହେବ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

gikulananda mallik

ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ସମାବେଶ ଆସନ୍ତା ଫେବୃଆରୀ ୧୬ ତାରିଖ ଯାଏଁ ଚାଲିବ । ଏହି ସମାବେଶକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦ୍‌ଘାଟନ କରିବେ । ଏହି ସମାବେଶରେ ୮ ହଜାର ୧୬୪ ଜଣ ଚାଷୀ ଓ ପଶୁ ପାଳକ ସାମିଲ ହେବେ ।

କହିରଖୁଛୁ ଏହି ସମାବେଶରେ ପ୍ରାୟ ୪୦୦ଟି ଷ୍ଟଲରେ ପ୍ରଦର୍ଶନୀ ହେବ । ସମାବେଶରେ ଆଧୁନିକ ଜ୍ଞାନକୌଶଳଳ ବ୍ୟବହାର ନେଇ ସଚେତନତ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+