କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍ DFOଙ୍କ ସମ୍ପତ୍ତି ତାଲିକା ଲମ୍ୱା, ମିଳୁଛି ପୁଳାପୁଳା ଟଙ୍କା
ସମ୍ପତି ଖୋଜି ଖୋଜି ଭିଜିଲାନ୍ସ ଅଧିକାରୀ ହାଲିଆ। ସରୁନି ବାବୁଙ୍କ ସମ୍ପତ୍ତି ହିସାବ । କୁବେର ଡିଏଫଓଙ୍କ ଅମାପ ସମ୍ପତିର ହିସାବ କରି କରି ହାଲିଆ ହୋଇଗଲେଣି ଅଧିକାରୀ । ଯେତେ ଖୋଳିଲେ ସେତେ ବାହାରୁଛି । କାଲି ଠାରୁ କେନ୍ଦୁଝର ରେ ଡିଏଫଓ ନିତ୍ୟାନନ୍ଦ ନାଏକଙ୍କ ସରକାରୀ ବାସଭବନ ଓ ଅଫିସରେ ଭିଜିଲାନ୍ସ ଚଢାଉ କରିଛି ।













Click it and Unblock the Notifications