ବଡ ସୂଚନା ଦେଲେ ଆଇନ ମନ୍ତ୍ରୀ, କହିଲେ ସାର୍ବଜନୀନ ହେବ ରତ୍ନଭଣ୍ଡାର ଅଳଙ୍କାର
ରତ୍ନ ଭଣ୍ଡାରକୁ ନେଇ ବଡ ସୂଚନା ଦେଲେ ଆଇନ ମନ୍ତ୍ରୀ। ରତ୍ନଭଣ୍ଡାରରେ କେତେ ଅଳଙ୍କାର ସାର୍ବଜନୀନ କରିବେ ସରକାର । ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ । ଗଣତି ମଣତି ଶେଷ ହେବା ପରେ ଅଳଙ୍କାର ନେଇ ତଥ୍ୟ ଦିଆଯିବ ମରାମତି କାର୍ଯ୍ୟ ଚାଲୁ ରହିଛି, ଶେଷ ହେବା ପରେ ଗଣତି ମଣତି' ଆରମ୍ଭ ହେବ । ଶେଷ ଥର ୧୯୭୮ରେ ରତ୍ନଭଣ୍ଡାର ଗଣତି ମଣତି ହୋଇଥିଲା ।













Click it and Unblock the Notifications