ଚାଲିଗଲେ କେନ୍ଦ୍ରାପଡ଼ାର ଜରି ମାଉସୀ, ମନ କୀ ବାତ୍ରେ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ
ଜରି' ମାଉସୀ ତଥା କମଳା ମହାରଣାଙ୍କ ଦେହାନ୍ତ ହୋଇଛି । ୬୬ ବର୍ଷ ବୟସରେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବା ସୂଚନା । ଘରେ ପଡ଼ିଯାଇ ଅସୁସ୍ଥ ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ ।ଅଦରକାରୀ ଜରିକୁ ସଂଗ୍ରହ କରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଥିଲେ ।

ଯାହା ପାଇଁ ମନ କୀ ବାତ୍ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଥିଲେ ।
More From












Click it and Unblock the Notifications