ଗ୍ୟାସ୍ ପାଇପ୍ ଲାଇନ୍ ମରାମତିବେଳେ ଅଘଟଣ: ମାଟି ତଳେ ଚାପିହୋଇ ଗଲା ଶ୍ରମିକଙ୍କ ଜୀବନ
କଟକ-ପାରାଦୀପ ରାସ୍ତାର ତାଳଦଣ୍ଡାଠାରେ ବିପିସିଏଲ ଗ୍ୟାସ୍ ପାଇପ୍ ଲାଇନ ମରାମତିବେଳେ ଶୁକ୍ରବାର ଏକ ଅଘଟଣ ଘଟିଛି। ଜଣେ ଶ୍ରମିକ ମରାମତି କାମ କରୁଥିବାବେଳେ ମାଟି ତଳେ ଚାପି ହୋଇ ତାଙ୍କ ଜୀବନ ଯାଇଛି । ଏହି ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଥିଲା। ସମ୍ପ୍ରୁ ୨ ଘଣ୍ଟା ପରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ ଗ୍ୟାସ୍ ଲିକ୍ ହେଉଥିବା ସୂଚନା ମିଳିଥିବାବେଳେ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ ପୋଲିସ ଉପସ୍ଥିତ ରହି ମାଟି ତଳୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା।
ମାଟି ତଳେ ଫସିଲେ ଶ୍ରମିକ। BPCL ଗ୍ୟାସ୍ ପାଇପ୍ ଲାଇନ୍ ମରାମତି ବେଳେ ଫସିଲେ ଶ୍ରମିକ। ମାଟି ତଳ ସମ୍ପ୍ରେ ଜଣେ ଶ୍ରମିକ ଫସିଥିବାରୁ ଉଦ୍ଧାର ଉଦ୍ୟମ ଜାରି। କଟକ-ପାରାଦୀପ ରାସ୍ତାର ତାଳଦଣ୍ଡାରେ ମରାମତି ବେଳେ ଫସିଲେ। ଗ୍ୟାସ୍ ଲିକ୍ ହେଉଥିବା ସୂଚନା ।ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ ପୋଲିସ।













Click it and Unblock the Notifications