ମହାପ୍ରଭୁଙ୍କ ରତ୍ନ ଭଣ୍ଡାରରୁ ବାହାରୁଥିବା ଅଳଙ୍କାର ହେବ ଗଣତି; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଖୋଲିଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର। ଏବେ ତାକୁ ଗଣତି ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବଡ କଥା କହିଛନ୍ତି ।

ରତ୍ନ ଭଣ୍ଡାରରେ ଥିବା ସମସ୍ତ ରତ୍ନ, ଅଳଙ୍କାରର ହେବ ଗଣତି ରାଜ୍ୟ ସରକାର ନିଶ୍ଚିତ ମହାପ୍ରଭୁଙ୍କ ରତ୍ନ, ଅଳଙ୍କାରର ଗଣତି କରାଇବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା କହିଛନ୍ତି ।
ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖ୍ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶା ସରକାର ନିଶ୍ଚିତ ରତ୍ନ, ଅଳଙ୍କାରର ଗଣତି କରିବୋ ନୂଆ ଗଣତି ସୂଚୀ ଓ ପୁରୁଣା ସୁଚୀର ମେଳକ କରାଯିବ । ସବୁ ଠିକ୍ ଅଛି ନା ନାହିଁ ସ୍ପଷ୍ଟ ହେବା ପୂର୍ବରୁ ଏକଥା କୁହାଯାଇଥିଲା। ତେଣୁ ସ୍ଥାନୀୟ ସରକାର ଏନେଇ ଏଏସଆଇକୁ ଚିଠି ଲେଖ୍ ସାରିଛନ୍ତି । ଏଏସଆଇର ଉଚ୍ଚ ସ୍ତରୀୟ ଟିମ୍ ଆସି ତଦାରଖ କରିବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।












Click it and Unblock the Notifications