ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ , କହିଲେ ସବୁ ସରକାରୀ ସ୍କୁଲରେ ମୌଳିକ ସୁବିଧା ଅଛିକି ନାହିଁ?
ସବୁ ସରକାରୀ ସ୍କୁଲରେ ମୌଳିକ ସୁବିଧା ଅଛିକି ନାହିଁ, ପ୍ରଶ୍ନ କଲେ ହାଇକୋର୍ଟ । ସରକାରୀ ତଥ୍ୟର ବାସ୍ତବତା ଯାଞ୍ଚ ପାଇଁ ଆମିକସ୍ କ୍ୟୁରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁୟାରୀ ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଜାନୁୟାରୀ ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ତେବେ ୨୩,୩୭୨ ସ୍କୁଲରେ ମୌଳିକ ସୁବିଧା ରହିଥିବା ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇଛନ୍ତି ।












Click it and Unblock the Notifications