ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ, ଏହି କାରଣ ପାଇଁ
ଲୋକାୟୁକ୍ତ ଅଚଳ ସଂପର୍କିତ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ । ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ । ଆଇନଜୀବୀ ପ୍ରବୀର ଦାସଙ୍କ ପକ୍ଷରୁ ହୋଇଥିବା ମାମଲାରେ ନୋଟିସ୍। ପ୍ରାୟ ବର୍ଷେ ହେଲାଣି ଅଚଳ ହୋଇପଡ଼ିଛି ଲୋକାୟୁକ୍ତ । ଅଧ୍ୟକ୍ଷଙ୍କ ସମେତ ସମସ୍ତ ସଦସ୍ୟ ପଦବୀ ଖାଲି ପଡ଼ିଛି ।













Click it and Unblock the Notifications