Get Updates
Get notified of breaking news, exclusive insights, and must-see stories!

ମାଲକାନଗିରିରେ ଯାଞ୍ଚ ହେଲା କେନ୍ଦ୍ରମନ୍ତ୍ରୀଙ୍କ ହେଲିକପ୍ଟର

ନିର୍ବାଚନ ପାଇଁ ପୁରା ସଜାଗ ହୋଇଛି ନିର୍ବାଚନ ଆୟୋଗ । ଆଜି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିମାନ ଯାଂଚ ହୋଇଛି । ବିଚ୍ କ୍ରାଫ୍ଟ ୨୦୦କୁ ତନ୍ନ ତନ୍ନ କରି ଯାଂଚ କିଛି ଫ୍ଲାଇଂ ସ୍କ୍ୱାର୍ଡ । ଆଜି ଏକ ସ୍ୱତନ୍ତ୍ର ବିମାନରେ ମାଲକାନଗିରିରେ ପହଂଚିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।

Bishweswar Tudu

ବିଶ୍ୱେଶ୍ୱର ଟୁଡୁ ମାଲକାନଗିରିରେ ପହଂଚିବା ପରେ ତାଙ୍କ ବିମାନ ଯାଂଚ କରିଥିଲେ ଫ୍ଲାଇଂ ସ୍କ୍ୱାର୍ଡ । ବିମାନକୁ ତନ୍ନ ତନ୍ନ କରି ଯାଂଚ କରିଥିଲେ । ମାଲକାନଗିରି ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ମିଶ୍ରଣ ପର୍ବ ସହ ରୋଡ୍ ସୋ'ରେ ସେ ସାମିଲ ହେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+