ବାର୍ଡ ଫ୍ଲୁ ଆତଙ୍କ ମଧ୍ୟରେ ଭଲ ଖବର ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ, କହିଲେ ମଣିଷକୁ ବ୍ୟାପିନୀ ଏହି ରୋଗ

ମଣିଷକୁ ସଂକ୍ରମିତ ହୋଇନାହିଁ ବାର୍ଡ ଫ୍ଲୁ । ପୁଣେ ପଠାଯାଇଥିବା ନମୁନା ନେଗେଟିଭ୍ ଆସିଥିବା କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

mukesh mahaling

ନିରାକରଣ ଦୃଷ୍ଟିରୁ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି । ବାର୍ଡ ଫ୍ଲୁ ନେଇ ସମ୍ପୂର୍ଣ୍ଣ ସଜାଗ ରହିଛି ସ୍ୱାସ୍ଥ୍ୟ ବିଭାଗ । ସଚେତନତା କାର୍ୟ୍ୟକ୍ରମ ବ୍ୟାପକ କରାଯାଇଛି। ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସଚେତନତା କାର୍ୟ୍ୟକ୍ରମକୁ ବ୍ୟାପକ କରାଯାଇଛି । ତେଣୁ ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।

ପିପିଲିରେ ବାର୍ଡ ଫ୍ଲୁ ବ୍ୟାପକ ହେବା ପରେ ହଜାର ହଜାର କୁକୁଡାକୁ ମରାଯାଇ ପୋତାଯାଇଛି । ଏଭଳି ସ୍ଥଳେ ସେହି ଅଞ୍ଚଳରେ ଲୋକଙ୍କୁ ଜ୍ୱର ହେଉଥିବାବେଳେ ଚେତିଛି ସ୍ୱାସ୍ଥ୍ୟ ବିଭାଗ । ଲୋକଙ୍କୁ ବାର୍ଡ ଫ୍ଲୁ ସଂକ୍ରମିତ ହୋଇଥିବା ଆଶଙ୍କାରେ ସେମାନଙ୍କର ସ୍ୱାବ ଟେଷ୍ଟ ହେବାକୁ ଯାଇଥିଲା । ହେଲେ ତାହା ବାର୍ଡ ଫ୍ଲୁ ନୁହେଁ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+