ଶ୍ମଶାନରୁ ପୂର୍ବତନ ବିଧାୟକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
ଭୁବନେଶ୍ୱର ସତ୍ୟନଗର ଶ୍ମଶାନରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ହେଲେ ଅଶ୍ରୁକଣ ପ୍ରଧାନ । ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ପତ୍ନୀ ହେଉଛନ୍ତି ଅଶ୍ରୁକଣା ।

ମୃତ ମହିଳାଙ୍କ ସମ୍ପର୍କୀୟ ଜାଣିବା ପରେ ପୋଲିସକୁ ନେଇ ଶ୍ମଶାନକୁ ଆସିଥିଲେ । ଶ୍ମଶାନରୁ ଅଧାପୋଡା ମୃତଦେହ ଜବତ କରିଛି ପୋଲିସ । ପୋଷ୍ଟମର୍ଟମ ନକରି ଶବଦାହ କରାଇବା ଅଭିଯୋଗରେ ଜବତ ହୋଇଛି ।
ଅଶ୍ରୁକଣାଙ୍କ ବୋହୂ କାହାକୁ କିଛି ନଜଣାଇ ଶାଶୁଙ୍କ ମୃତଦେହକୁ ଶ୍ମଶାନରେ ଦାହ କରିବା ପାଇଁ ଆଣିଥିବା ଅଭିଯୋଗ ହୋଇଛି ।












Click it and Unblock the Notifications