ରାଜ୍ୟର ଧାନ ମଣ୍ଡି ଅବ୍ୟବସ୍ଥା ନେଇ ସରକାର ଡାକିଲେ ବଡ଼ ବୈଠକ
ମଣ୍ଡି ଅବ୍ୟବସ୍ଥା, ଆଜି ମନ୍ତ୍ରିସ୍ତରୀୟ ବୈଠକ। ରାଜ୍ୟର ଧାନ ମଣ୍ଡି ଅବ୍ୟବସ୍ଥା ନେଇ ସରକାର ଏକ ବଡ ବୈଠକ ଡାକିଛନ୍ତି। ଆଜି ଅପରାହ୍ନରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ କୃଷି ମନ୍ତ୍ରୀ, ସମବାୟ ମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିବା ନେଇ ସୂଚନା ରହିଛି। ଧାନ ଉଠାଣ ସମସ୍ୟା ଓ ସମାଧାନ ନେଇ ବୈଠକରେ ଆଲୋଚନା ହେବ।













Click it and Unblock the Notifications