ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରାଉକେଲାରୁ ବାହାରିଥିବା ସୁନା ଧନୁ

ଅଯୋଧ୍ୟା ଯିବ ସ୍ବର୍ଣ୍ଣର ଧନୁ। ରବିବାର ଭୁବନେଶ୍ୱରରେ ଧନୁ ପ୍ରଦର୍ଶନ ହେବା ପରେ ରାତିରେ ପୁରୀରେ ପହଞ୍ଚିଛି। ସ୍ବର୍ଣ୍ଣରେ ନିର୍ମିତ ଏହି ସ୍ବର୍ଣ୍ଣ ଧନୁ ପୁରୀ ଉତ୍ତରପାର୍ଶ୍ଵ ମଠରେ ପହଞ୍ଚିଛି । ଏହାପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ପରିକ୍ରମା କରି ବିରାଟ ଶୋଭାଯାତ୍ରାରେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବ। ଏଥିରେ ସେବାୟତ, ମଠାଧୀଶ, ସାଧୁ ସନ୍ଥ ଏବଂ ଭକ୍ତମାନେ ଯୋଗଦେବା ପାଇଁ ଶ୍ରୀମନ୍ଦିର ସେବାୟତ ସଂଘ ପକ୍ଷରୁ ନିବେଦନ କରାଯାଇଛି।

golden bow

ରାଉଲକେଲା ସନାତନ ଜାଗରଣ ମଞ୍ଚ ପକ୍ଷରୁ ଏହି ସୁନାର ଧନୁକୁ ନିର୍ମାଣ କରାଯାଇଛି । ଏହି ସ୍ବର୍ଣ୍ଣର ଧନୁ ୩୦ଟି ଜିଲ୍ଲା ଭ୍ରମଣ କରିଥିବା ବେଳେ ରବିବାର ରାତିରେ ପୁରୀରେ ଆସି ପହଞ୍ଚିଥିଲା। ସ୍ବର୍ଣ୍ଣରେ ନିର୍ମିତ ଏହି ଧନୁର ଓଜନ ୨୮୦ କିଲୋ ଏବଂ ଏହା ପଞ୍ଚ ଧାତୁ ତଥା ସୁନା, ରୂପା, ତମ୍ବା, ଲୁହା ଏବଂ ଜିଙ୍କ୍ରେ ନିର୍ମାଣ କରାଯାଇଛି। ୩୦ ଜିଲ୍ଲା ଭ୍ରମଣ ପରେ ଅଯୋଧ୍ୟା ଅଭିମୁଖେ ବାହାରିବ ସ୍ୱର୍ଣ୍ଣ ଧନୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+