ଚଳିତ ମାସ ଶେଷ ସୁଦ୍ଧା ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା

Subhadra Yojana: ଜାନୁଆରୀ ଶେଷ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା ମିଳିବ । ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇଁ ମିଳିବା ପରେ କେୱାଇସି ଅପଡେଟ୍ କରିପାରିବେ କିମ୍ବା ଅପ୍ଟ କଲେ ମଧ୍ୟ ଯୋଜନାରେ ସାମିଲ ହୋଇ ପାରିବେ ହିତାଧିକାରୀ । ତେବେ ଜଣେ ମଧ୍ୟ ଯୋଗ୍ୟ ହିତାଧିକାରୀ ବାଦ ନ ପଡିଯାଆନ୍ତୁ ସେ ପ୍ରତି ପୁରା ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ୧୭ ହଜାର ମହିଳା ପୁଣି ସାମିଲ୍ ହୋଇଛନ୍ତି ।ଅପଟ୍ ଆଉଟ୍ ହୋଇଥିବା ୧୭ ହଜାର ମହିଳା ପୁଣି ମିଶିଛନ୍ତି । ୩୧ ହଜାର ଅପଟ୍ ଆଉଟ୍ ହୋଇଥିଲେ ଏବଂ ପୁଣି ୧୭ ହଜାର ମିଳିଛନ୍ତି । ବାକି ୧୪ ବଜାର ମହିଳା ଅପଟ ଇନ୍ ନ କରିପାରନ୍ତି ସେମାନେ ଆୟକର ବର୍ଗର ହୋଇଥାଇ ପାରନ୍ତି ବୋଲି ସୂଚନା ରହିଛି ।

Subhadra Yojana

ସେହିପରି ୨ ଲକ୍ଷରୁ ଉର୍ଦ୍ଧ୍ୱ KYC ଅପଡେଟ୍ କରାନାହାନ୍ତି । ତେବେ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ KYC ଅପଡେଟ୍ କରିବାକୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତେବେ ଜାନୁଆରୀ ଶେଷ ସୁଦ୍ଧା ଅର୍ଥାତ୍ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବା ପୂର୍ବରୁ KYC ଅପଡେଟ୍ କରିବା ପରାମର୍ଶ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+