ଜଙ୍ଗଲ ନିଆଁକୁ ଲିଭାଇବ ପାଇଁ ଓଡ୍ରାଫର ସହାୟତା ନେଲା ବନବିଭାଗ

ଜଙ୍ଗଲ ନିଆଁ ଲିଭାଇବ ଓଡ୍ରାଫ୍ । ରାଜ୍ୟରେ ବଢୁଥିବା ଜଙ୍ଗଲ ନିଆଁକୁ ପ୍ରଶମିତ କରିବା ପାଇଁ ବନ ବିଭାଗ ପକ୍ଷରୁ ଓଡ୍ରାଫର ସହାୟତା ଲୋଡାଯାଇଛି ।

ବାଲିଗୁଡ଼ା ସମେତ ଫୁଲବାଣୀ, ରାୟଗଡ଼ା, ବଣାଇ, କଳାହାଣ୍ଡି ଦକ୍ଷିଣ, ଶିମିଳିପାଳ ଦକ୍ଷିଣ ଓ ପାରଳାଖେମୁଣ୍ଡି ବନ୍ୟପ୍ରାଣୀ ଡିଭିଜନରେ ନିୟୋଜିତ କରିବାକୁ କୁହାଯାଇଛି ।

ପିସିସିଏଫଙ୍କ ଚିଠି ଆଧାରରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପୋଲିସ ଅତିରିକ୍ତ ଡିଜିଙ୍କୁ ଚିଠି ଲେଖି ନିଆଁ ଲିଭାଇବା ପାଇଁ ଆବଶ୍ୟକୀୟ ସରଞ୍ଜାମ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

forest fire
ଗତକାଲି ୨୧୦ଟି ସ୍ଥାନରେ ବନାଗ୍ନି ରହିଥିଲା । କୋରାପୁଟରେ ସର୍ବାଧିକ ୧୯ଟି ଛୋଟ ଓ ମଧ୍ୟମ ଧରଣର ନିଆଁ ଲାଗିଥିଲା । ସେପଟେ କାଳବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ନିଆଁ ହ୍ରାସ ପାଇଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ, ଜିଲ୍ଲାରେ ଜଙ୍ଗଲରେ ନିଆଁ ଲାଗିବା କମିଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+