ଆସନ୍ତାକାଲି ସଂଗଠିତ ହେବ ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟ ପରାଗ, ଏହିଠାରେ ହେବ ଦୃଶ୍ୟ
ଆସନ୍ତାକାଲି ସଂଗଠିତ ହେବ ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟ ପରାଗ । ଉତ୍ତର ଆମେରିକା, ଗ୍ରୀନଲ୍ୟାଣ୍ଡ, ଉତ୍ତରପଶ୍ଚିମ ରୁଷିଆରେ ଦୃଶ୍ୟମାନ ହେବ। ଭାରତୀୟ ସମୟ ଦିନ ୨ଟା ୨୦ରୁ ଆରମ୍ଭ ହେବ ଆଂଶିକ ସୂର୍ଯ୍ୟ ପରାଗ ।
ଅପରାହ୍ନ ୪ଟା ୧୭ ମିନିଟରେ ସର୍ବାଧିକ ୯୦ ପ୍ରତିଶତ ହେବ। ଏହି ଆଂଶିକ ସୂର୍ଯ୍ୟ ପରାଗ ଭାରତରୁ ଦୃଶ୍ୟମାନ ହେବ ନାହିଁ । ଶ୍ରୀମନ୍ଦିର ନୀତିକାନ୍ତିରେ ବି କୌଣସି ପରିବର୍ତ୍ତନ ହେବନି କହିଲା ପ୍ରଶାସନ ।













Click it and Unblock the Notifications