ନୂଆ ବର୍ଷ ପାଇଁ ପୁରା ପ୍ରସ୍ତୁତ ହେଲାଣି ଅବକାରୀ ବିଭାଗ, ରାଜଧାନୀରେ ଆରମ୍ଭ ହେଲା ...

ନୂଆବର୍ଷ ପାଇଁ ଅବକାରୀ ବିଭାଗର ନୂଆ ଯୋଜନା । ଆଜିଠାରୁ ରାଜଧାନୀରେ ଆରମ୍ଭ ହେଲା ଜୋରଦାର ଧରପଗଡ଼ । ନୂଆବର୍ଷ ପାଇଁ ସ୍କାନରରେ ରହିଛନ୍ତି ରାଜଧାନୀର ବାର୍ ଓ ପବ୍ । ତେବେ ବଡଦିନ, ଜିରୋ ନାଇଟ୍ ଓ ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ରହିଛି ଅବକାରୀ ଟିମ । ମିଳିଥିବା ସୂଚନା ଅନୁସାରେ, ସିସିଟିଭି ଯାଞ୍ଚ ସହ ଡ୍ୟାନ୍ସ ବାର୍ ଉପରେ କଡା ନଜର ରହିବ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିଲେ କାର୍ଯ୍ୟନୁଷ୍ଠାନ ହେବ ।

Excise Department

ଖାସ୍ କରି ହୋଟେଲଗୁଡିକରେ ମଧ୍ୟ ସରପ୍ରାଇଜ ଭିଜିଟ ହେବ ବୋଲି କହିଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲ । ବିନା ଲାଇସେନ୍ସରେ ମଦ ବିକ୍ରି କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ନକଲି ମଦ ବିକ୍ରି ଓ ଚୋରା ଚାଲାଣ ଉପରେ ମଧ୍ୟ ନଜର ରହିବ । ତେବେ କେବଳ ମଦ ନୁହେଁ, ଅନ୍ୟ ନିଶା ଦ୍ରବ୍ୟ ଯେପରିକି ବ୍ରାଉନସୁଗର, କୋକେନ୍, କଫ୍ ସିରଫ କାରବାର ଉପରେ ମଧ୍ୟ କଡା ନଜର ରହିଛି ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+