ବଦଳିବ ଲୋକସେବା ଭବନ ଏବଂ ବିଧାସଭାର ଢାଞ୍ଚା
ବଦଳିବ ଲୋକସେବା ଭବନ ଏବଂ ବିଧାସଭାର ଢାଞ୍ଚା। ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ନୂଆ ଢାଞ୍ଚାରେ ଲୋକସେବା ଭବନ ଏବଂ ବିଧାନସଭା ତିଆରି ହେବ। ପୁରୁଣା ବିଲ୍ଡିଂର ରୂପରେଖ ବଦଳା ଯିବା ପାଇଁ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି।
ସେହିପରି ମନ୍ତ୍ରୀ କହିଛନ୍ତି, ଚନ୍ଦ୍ରଶେଖରପୁରରେ ଓଡ଼ିଶା ମଣ୍ଡପ ନିର୍ମାଣ ହେବ। ୧୦ ହଜାର ଲୋକ ବସିବା କ୍ଷମତାର କନ୍ଭେନସନ୍ ସେଣ୍ଟର ରହିବ। ଅନ୍ୟପକ୍ଷରେ ପୁରୀ ବଡ଼ଦାଣ୍ଡରେ ସବୁଦିନ ପାଇଁ ମଦ ଓ ଆମିଷ ବିକ୍ରି ବନ୍ଦ ହେ। ଶ୍ରୀମନ୍ଦିର ଓ ବଡ଼ଦାଣ୍ଡର ୨ କିମି ପରିଧିରେ ମଦ ବାର୍ ମନା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ।













Click it and Unblock the Notifications