ନାଁ ନନେଇ ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ଉପ ମୁଖ୍ୟମନ୍ତ୍ରୀ , କହିଲେ ଏମିତି

ପର୍ଯ୍ୟଟନ ବିକାଶକୁ ନେଇ ପୂର୍ବ ସରକାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଟାର୍ଗେଟ। ସେ କାହାର ନାଁ ନ ନେଇ ବ୍ୟକ୍ତିକେନ୍ଦ୍ରିକ ଭାବେ ପର୍ଯ୍ୟଟନ ଟଙ୍କା ଖର୍ଚ୍ଚ କରାଯାଉଥିଲା ବୋଲି କହିଛନ୍ତି। ସେ କହିଛନ୍ତି ଜଣଙ୍କ ପ୍ରଚାର ପ୍ରସାର ପାଇଁ ପର୍ଯ୍ୟଟନର ସମସ୍ତ ଟଙ୍କା ବଣ୍ଟା ଯାଉଥିଲା। ଭାଜପା ନିର୍ଦ୍ଦିଷ୍ଟ ବ୍ୟକ୍ତିର ପ୍ରଚାର ପ୍ରସାର କରିବ ନାହିଁ। ଶାଗମାଛ ଦରରେ ପର୍ଯ୍ୟଟନ ସ୍ଥଳୀକୁ ଦଳୀୟ କର୍ମୀଙ୍କୁ ଦେଇଛନ୍ତି ।

prabhati parida

ଏବେ ବି ପ୍ରମୁଖ ପର୍ଯ୍ୟଟନ ସ୍ଥଳକୁ ଆହୁରି ନିବେଶକଙ୍କୁ ଦିଆଯିବ। ପର୍ଯ୍ୟଟନ ପାଇଁ ୮ ହଜାର ୧୫୩ କୋଟି ନିବେଶ କ୍ଲିୟରାନ୍ସ ସ୍ପିଡ୍‌ରେ ହେଉଛି। ସେ ଆହୁରି କହିଛନ୍ତି, ଶେଷ ୧୫ ଓଭର ଦେଖିବାକୁ ଅପେକ୍ଷା କର । ୫୦ ଓଭର ମ୍ୟାଚ ଖେଳ ହେଉଛି, ବିରୋଧୀ ପ୍ରଥମ ୧୫ ଓଭରରେ ସବୁ ରନ ଆଶା କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+