ହଟିବ ଠିକା ଶିକ୍ଷକ ବ୍ୟବସ୍ଥା, ଏଣିକି କେବଳ ନିୟମିତ ଶିକ୍ଷକ ନିଯୁକ୍ତି ’, ମୁଖ୍ୟମନ୍ତ୍ରୀ

ହଟିବ ଠିକା ଶିକ୍ଷକ ବ୍ୟବସ୍ଥା, ଏଣିକି କେବଳ ନିୟମିତ ଶିକ୍ଷକ ନିଯୁକ୍ତି । ଆସନ୍ତା ୩ ବର୍ଷରେ ଆମେ ୪୫ ହଜାର ନିୟମିତ ଶିକ୍ଷକ ନିଯୁକ୍ତି କରିବୁ । ନୀଳକଣ୍ଠନଗର ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବୋର୍ଡକୁ ମିଶାଇ ହେବ ଗୋଟିଏ ବୋର୍ଡ ହେବ । ବ୍ରହ୍ମପୁରକୁ ଗ୍ରେଟର ବ୍ରହ୍ମପୁର କରିବାକୁ ଡିପିଆର ପ୍ରସ୍ତୁତ ନିର୍ଦ୍ଦେଶ । ୬ ହଜାର କୋଟି ବ୍ୟୟରେ ବ୍ରହ୍ମପୁର-ଜୟପୁର ୬ ଲେନ ରାସ୍ତା ହେବ । ବ୍ରହ୍ମପୁରରେ ଫୁଡ ଷ୍ଟ୍ରିଟ୍ ସ୍ଥାପନ ପାଇଁ ପଦକ୍ଷେପ ନିଆଯିବ' ।

MOHAN MAJHI
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+