ଉତ୍ସବ ମୁଖର ସମ୍ବଲପୁର ସହର, ଆଜି ଦେବ ଦମ୍ପତ୍ତିି ବିବାହ ଉତ୍ସବ

ଶିତଳଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର । ଆଜି ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ । ଆସନ୍ତାକାଲି ଶିତଳଷଷ୍ଠୀ ପର୍ବ ।

sital shasthi

ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ବିବାହ ଶୋଭାଯାତ୍ରା ପାଇଁ ପ୍ରସ୍ତୁତ ରହିଛି ମୂର୍ତ୍ତିି ଓ ଚାନ୍ଦି ମେଢ଼ । ଘଣ୍ଟ, ଘଣ୍ଟା , ଦୁଲଦୁଲି, ଆଦିବାସୀ ନୃତ୍ୟରେ ଦୁଲୁକିବ ସମ୍ବଲପୁର ସହର । ରାଜ୍ୟ ବାହାରୁ ମଧ୍ୟ ଆସିବେ ସାଂସ୍କୃତିକ ଦଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+