ଭିଜିଲାନ୍ସ ଜାଲରେ ପଡ଼ିଲେ ମୁଖ୍ୟ ଯୋଗାଣ ଅଧିକାରୀ

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ପଡ଼ିଲେ ବଲାଙ୍ଗିର ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଭାକର ପାତ୍ର । ଶୁକ୍ରବାର ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏହାପରେ ସରକାରୀ କାର୍ଯ୍ୟାଳୟରୁ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ଜଣେ ମିଲରଙ୍କ ବିଲ ଟଙ୍କା କରେଇ ଦେବା ପାଇଁ କହି ୧ ଲକ୍ଷ ୩୦ ହଜାର ଟଙ୍କା ନେଉଥିଲେ ।

ଆଜି ନୂଆ ଅଡର କରାଇଦେବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସେହି ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ସୂଚନା ଅନୁଯାୟୀ ଆଗରୁ ମଧ୍ୟ ସେ ମିର୍ଲସଙ୍କଠୁ ପ୍ରତି ବସ୍ତା ପିଛା ୨୦ଟଙ୍କା ଦାବି କରି କୋଟି କୋଟି ଟଙ୍କା ନେବା ଅଭିଯୋଗ ରହିଥିଲା । ଏ ନେଇ ସ୍ଥାନୀୟ ଲୋକ ମଧ୍ୟ ଅସନ୍ତୁଷ୍ଟ ରହିଥିଲେ ।

odisha vigilane

ଆଜି ଏ ନେଇ ତୁଷୁରାର ଗଜାନନ ରାଇସ ମିଲର ମାଲିକ ଆଶିଷ ଶର୍ମା ସମ୍ବଲପୁର ଭିଜିଲାନ୍ସ ବିଭାଗରେ କରିଥିବା ଅଭିଯୋଗ ଅନୁସାରେ ସେ ଏଠୁ ଧରା ପଡ଼ିଥିଲେ । ଏକା ସାଙ୍ଗରେ ବଲାଙ୍ଗୀରର ଅଫିସ, ଭଡାଘର, ବ୍ରହ୍ମହପୁର ବୁଗୁଡ଼ାର ଘର ସହ ଭୁବନେଶ୍ୱରରେ ଥିବା ଦୁଇଟି ଆପଟାମେଣ୍ଟରେ ଚଢ଼ାଉ କରାଯାଇ ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+