5 ଟି ସ୍କୁଲ ବ୍ୟବସ୍ଥାକୁ ନେଇ ପିର୍ବ ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏମିତି

ରାଜ୍ୟରେ କେମିତି ଲାଗୁ ହେବ ଜାତୀୟ ଶିକ୍ଷା ନୀତି, କଣ ରହିବ ରୂପରେଖ, ସେନେଇ ଭୁବନେଶ୍ବରରେ ଚାଲିଛି କର୍ମଶାଳା । ଏହି ତିନିଦିନିଆ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ପୂର୍ବ ସରକାରର ଶିକ୍ଷା ବ୍ୟବସ୍ଥାକୁ ଆକ୍ଷେପ କରିଛନ୍ତି । ପୂର୍ବ ସରକାର ସମୟରେ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉନଥିଲା । ଭଙ୍ଗା କୁଡ଼ିଆରେ, ବାରଣ୍ଡାରେ ଏବଂ ଗଛମୂଳରେ ଶିକ୍ଷାଦାନ କରାଯାଉଥିଲା ।

Mohan Charan Majhi

କିନ୍ତୁ ନୂଆ ସରକାର ଶିକ୍ଷା ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ଅନେକ ପଦକ୍ଷେପ ନେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ସରକାର ସମୟର ଫାଇଭ ଟି' ସ୍କୁଲକୁ ନେଇ ମଧ୍ୟ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ । ଏହାର ଜବାବ ରଖିଛି ବିଜେଡି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+