୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ଭତ୍ତା ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ବୁଧବାର ଅର୍ଥାତ୍‌ ଜାନୁଆରୀ ୧୫ରେ ହିତାଧିକାରୀଙ୍କୁ ମିଳିଛି ବର୍ଦ୍ଧିତ ଭତ୍ତା ୩୫୦୦ ଟଙ୍କା। ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ଭତ୍ତା ଟଙ୍କା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦୁଝରରେ ସାମାଜିକ ବର୍ଦ୍ଧିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ଟଙ୍କା ବାଣ୍ଟିଛନ୍ତି।

Mohan Charan Majhi

ଯୋଗ୍ୟ ହିତାଧିକାରୀ ୮୦ ବୟସରୁ ଅଧିକ ବୃଦ୍ଧ,ବୃଦ୍ଧା ସମେତ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମଧ୍ୟ ଟଙ୍କା ବଣ୍ଟା ଯାଇଛି। ଚଳିତ ମାସରୁ ସମସ୍ତଙ୍କୁ ଟଙ୍କା ମିଳିବ। ରାଜ୍ୟର ପ୍ରାୟ ୪ ଲକ୍ଷ ୧୫ ହଜାରରୁ ଅଧିକ ହିତାଧିକାରୀ ଏଥିରେ ଉପକୃତ ହେବେ। ଉଭୟ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ଥିବା ୮୦ ବର୍ଷ କିମ୍ବା ୮୦ ବର୍ଷରୁ ଅଧିକ ବୟସ୍କ ହିତାଧିକାରୀ ଓ ତଦୁଦ୍ଧ୍ୱର୍ ଦିବ୍ୟାଙ୍ଗ ହିତାଧିକାରୀଙ୍କ ଟଙ୍କା ରାଜ୍ୟ ସରକାର ବୃଦ୍ଧି କରିଥିଲେ। ପୂର୍ବରୁ ୧୨୦୦ ଟଙ୍କା ପାଉଥିବା ବେଳେ ଏବେ ୩ ହଜାର ୫ ଶହ ଟଙ୍କା ପାଇବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+