ରଥଯାତ୍ରା ପାଇଁ ନୟାଗଡ଼ରୁ ପୁରୀ ଅଭିମୁଖେ ଗଲା ରଥକାଠ
ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳରୁ ମଙ୍ଗଳାର ୩ଟି ଟ୍ରକ୍ରେ ଅସନ ୪୦, ଧଉରା ୪୩ ଓ ମତରେ ୮୩ ଖଣ୍ଡ ରଥ କାଠ ପୁରୀ ଅଭୀମୁଖେ ଯାତ୍ରା କରିଛି । ଏ ନେଇ ଦଶପଲ୍ଲା ମହାବୀର ମନ୍ଦିର ପ୍ରାଙ୍ଗଣରେ ସକାଳେ ବିଭାଗୀୟ ଅଧିକାରୀଙ୍କ ସମେତ ସ୍ଥାନୀୟ ବହୁ ଜନସାଧାରଣ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇଥିଲା।













Click it and Unblock the Notifications