ଦୁଇ ବର୍ଷରେ KISSକୁ କେନ୍ଦ୍ର ସରକାର ଦେଇଛନ୍ତି ୩୪ କୋଟି ୭୩ ଲକ୍ଷ ଅନୁଦାନ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

୨ ବର୍ଷରେ KISSକୁ କେନ୍ଦ୍ର ସରକାରଙ୍କ ୩୪ କୋଟି ୭୩ ଲକ୍ଷ ଅନୁଦାନ । ୧୦ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ୧୫ ଶହ କ୍ୱିଣ୍ଟାଲ ଚାଉଳ ବି ଦେଇଛନ୍ତି । ଗୃହରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀଙ୍କ ଉତ୍ତର ।
୨୦୨୩-୨୪ରେ ୨୫ କୋଟି ୪୧ ଲକ୍ଷ, ୨୦୨୪-୨୫ରେ ୯ କୋଟି ୩୧ ଲକ୍ଷ ମଞ୍ଜୁର । ଏବେ ୧୪,୪୮୨ ପିଲା ପଢୁଛନ୍ତି, ୧୦ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଚାଉଳ ଦିଆଯାଉଛି ।

KISS
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+