ପୋଲାଭରମ ପ୍ରକଳ୍ପର କ୍ଷତିଗସ୍ତ ଅଞ୍ଚଳ ବୁଲିବେ ବିଜେଡି ଟିମ୍‌‌, ଘୋଷଣା କଲେ ନବୀନ

ନିର୍ବାଚନ ପରେ ଆକ୍ସନ ମୁଡ଼କୁ ଆସିଛି ବିଜେଡି । କ୍ଷମତା ନିଶାରେ ଏବେ ବି ବିଜେଡି। , ୨୫ ବର୍ଷା କ୍ଷମତାରେ ରହି ଏବେ ଯାହା ନକରିଥିଲେ ଏବେ କିନ୍ତୁ ରାଜ୍ୟର ବିକାଶ ପାଇଁ ତତ୍ପର ହୋଇଛି । ପୋଲାଭରମ ପ୍ରକଳ୍ପ ନିର୍ମାଣ ପରେ କ୍ଷତିଗସ୍ତ ଅଞ୍ଚଳ ବୁଲିବେ ବିଜେଡି ଟିମ୍‌‌।

naveen patnaik

ଏନେଇ ଏକ ଟିମ୍‌‌ ଗଠନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଟିମ୍‌‌ ଗଠନ ହୋଇଥିବା ବେଳେ ଏଥିରେ ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର ଓ ସ୍ଥାନୀୟ ଅଞ୍ଚଳର ନେତା ରହିଛନ୍ତି।

ମାଲକାନଗିରି ମୋଟୁ କ୍ଷତିଗସ୍ତ ଅଞ୍ଚଳ ପରିଦର୍ଶନ କରି ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବେ। ସୂଚନା ଅନୁସାରେ କେନ୍ଦ୍ରୀୟ ବଜେଟରେ ପୋଲାଭରମ ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଇ ଆନ୍ଧ୍ରକୁ ସହାୟତା ଦେବା ନେଇ ଉଦବେଗ ପ୍ରକାଶ ପାଇଥିଲା। ପ୍ରକଳ୍ପ କାମ ଶୀଘ୍ର ସାରିବାକୁ କୁହାଯିବା ପରେ କଂଗ୍ରେସ ଓ ବିଜେଡି ନେତା ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଓଡ଼ିଶାର ଅନେକ ଅଞ୍ଚଳ ଜଳମଗ୍ନ ହେବ ଅଭିଯୋଗ କରିଛନ୍ତି ବିରୋଧୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+