ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ, ସ୍ପଷ୍ଟ ହେବ କିଏ ହେବ ବିରୋଧୀ ଦଳ ନେତା?

ଆଜି ଜଣାପଡ଼ିବ କିଏ ହେବ ବିରୋଧୀ ଦଳ । ଆଜି ବିଜେଡି ବିଧାୟକ ଦଳ ବୈଠକ ବସିବ । ବୈଠକରେ ବିରୋଧୀ ଦଳ ନେତା ନିର୍ବାଚିତ ହେବେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ପାଇଁ ଦିଆଯିବ ପ୍ରସ୍ତାବ । ଏନେଇ ଅଶ୍ୱିନୀ ପାତ୍ର ସୂଚନା ଦେଇଛନ୍ତି ।

BJD

ବୈଠକରେ ବିଜେଡି ପରାଜୟର କାରଣ ମଧ୍ୟ ଖୋଜାଯିବ । ପରାଜୟ ପଇଁ କେଉଁ କେଉଁ ପ୍ରସଙ୍ଗ ଫ୍ୟାକ୍ଟର ହେବ ସେ ନେଇ ଆଲୋଚନା କରାଯିବ । ବିଜେପିର ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଓ ଭିକେ ପାଣ୍ଡିଆନ ହାରିବା ପଛରେ ଉତରଦାୟି କି ନୁହେଁ ସେ ନେଇ ଆଲୋଚନା ହେବ ।

ସେହିପରି ପ୍ରଥମ ଥର ପାଇଁ ବିଜେଡି ବିରୋଧୀ ଆସନରେ ବସିଛି । ଦୀର୍ଘ ୨୪ ବର୍ଷ କ୍ଷମତାରେ ବସିବା ପରେ ଏବେ ବିରୋଧୀ ଆସନକୁ ଆସିଛି । ତେଣୁ କେଉଁ ପ୍ରସଙ୍ଗରେ କିଭଳି ଆଭିମୁଖ୍ୟ ରହିବ ସେ ନେଇ ମଧ୍ୟ ଆଲୋଚନା ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+