ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ପିଲାଙ୍କ ସ୍କୁଲ ଯିବାଆସିବା ଖର୍ଚ୍ଚ ବହନ କରିବେ ସରକାର

ଏଣିକି ଅପହଞ୍ଚ ଅଞ୍ଚଳର ପିଲାଙ୍କ ପାଇଁ ହେବନି ସ୍କୁଲ ସମସ୍ୟା । କାରଣ ଅପହଞ୍ଚ ଅଞ୍ଚଳର ପିଲାଙ୍କ ଶିକ୍ଷା ପାଇଁ ସରକାର କରୁଛନ୍ତି ଯୋଜନା ।

state government

ସ୍କୁଲ ଦୂରରେ ଥିବାରୁ ପାଠ ଛାଡୁଥିବା ବା ସମସ୍ୟାର ସମ୍ମୁଖୀନ ହେଉଥିବା ଛାତଛାତ୍ରୀଙ୍କ ସ୍କୁଲ ଯିବା ଆସିବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏହି ଯୋଜନାରୁ ଉପକୃତ ହେବେ ୩୦ ଜିଲ୍ଲାର ୩୫ ହଜାର ୬୭ ଜଣ ଛାତ୍ରଛାତ୍ରୀ । ବିଶେଷ କରି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ପିଲାମାନେ ଏହି ଯୋଜନର ଲାଭ ପାଇପାରିବେ ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ସରକାରୀ ବିଦ୍ୟାଳୟଗୁଡିକ ଜନବସତିଠାରୁ ଦୂରରେ ଥିବାରୁ ପିଲାମାନେ ଅଧାରୁ ପାଠ ଛାଡୁଥିବା ସମସ୍ୟା ଦେଖିବାକୁ ମିଳୁଛି । ଏହି ସମସ୍ୟାକୁ ଅନୁଭବ କରି ପିଲାଙ୍କ ପାଇଁ ସୁବିଧା କରିବାକୁ ଯୋଜନା କରିଛନ୍ତି ସରକାର । ତେବେ ଯେଉଁ ଛାତ୍ରଛାତ୍ରୀମାନଙ୍କର ବିଦ୍ୟାଳୟରେ ୭୫ ପ୍ରତିିଶତ ଉପସ୍ଥ୍ାନ ହୋଇଥିବ ସେମାନଙ୍କୁ ଏହି ଯୋଜନାରେ ଆର୍ଥିକ ସହାୟତା ମିଳିବ ବୋଲି ଓସେପା ପକ୍ଷରୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+