ଜମ୍ମୁ କଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ
Jammu and Kashmir News: ଜମ୍ମୁ କଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ । ପହଲଗାମର ବୈସାରନ ଉପତ୍ୟକାର ଉପର ଅଞ୍ଚଳରେ ଗୁଳି ବିନିମୟ ହୋଇଥିବାର ସୂଚନା ରହିଛି । ଏଥିରେ କିଛି ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି । ଆକ୍ରମଣ ପରେ ଉକ୍ତ ଅଞ୍ଚଳକୁ ଘେରି ରଖିଛନ୍ତି ସୁରକ୍ଷା ବାହିନୀ । ସୂତ୍ର ଅନୁସାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳନା କରିଥିଲେ ।













Click it and Unblock the Notifications