ରାଜଧାନୀରେ ପୁଣି ଥର୍ ଆତଙ୍କ, କ୍ୟାପିଟାଲ ହସପିଟାଲ ଛକରେ ଭୟଙ୍କର ଦୁର୍ଘଟଣା

ରାଜଧାନୀରେ ପୁଣି ଥର୍ ଆତଙ୍କ । ଜୀବନ ନେଲା ଥର୍ । କ୍ୟାପିଟାଲ ହସପିଟାଲ ଛକରେ ଭୟଙ୍କର ଦୁର୍ଘଟଣା । ଦ୍ରୁତ ବେଗରେ ଆସି ବାଇକକୁ ଧକ୍କା ଦେଲା । ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ଏଜି ଛକରୁ ଏୟାରପୋର୍ଟ ଆଡ଼କୁ ଯିବା ବେଳେ ଘଟିଛି ଦୁର୍ଘଟଣା । ଏକ ବୁଲେଟରେ ତିନି ଜଣ ଯାଉଥିବା ଯୁବକଙ୍କୁ ଧକ୍କା ଦେବାରୁ ଡିଭାଇଡର ପିଟିହୋଇ ଜଣଙ୍କ ଜୀବନ ଯାଇଛି । ମୃତ ଯୁବକ ଓଲଡ ଟାଉନ ଅଞ୍ଚଳର। ଆଉ ଦୁଇ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇବା ପରେ ଥର ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

accident
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+