ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ ସହ ଜଳିଗଲେ ଡ୍ରାଇଭର

Accident News: ଭବାନୀପାଟଣାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଟ୍ରକ ସହ ଜଳିଗଲେ ଡ୍ରାଇଭର । ସୂଚନା ଅନୁସାରେ, ମୁହାଁମୁହିଁ ଧକ୍କାରେ ୨ ଟ୍ରକରେ ନିଆଁ ଲାଗିଥିଲା । ଏକ କୋଇଲା ବୋଝେଇ ଟ୍ରକ ସହ ଜୀବନ୍ତ ଜଳିଗଲେ ଡ୍ରାଇଭର । ସେହିପରି ଅନ୍ୟ ଟ୍ରକର ଡ୍ରାଇଭରଙ୍କ ପତ୍ତା ମିଳୁ ନାହିଁ । ଏପରି ମର୍ମନ୍ତୁଦ ଘଟଣା ସଦର ଥାନା ପାସ୍ତିକୁ଼ଡି ନିକଟରେ ଘଟିଛି ।

Terrible road accident
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+