ରାଜ୍ୟରେ ୪୦ ଛୁଇଁଲା ୩ ସହରର ତାପମାତ୍ରା, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର
ରାଜ୍ୟରେ ୪୦ ଛୁଇଁଲା ୩ ସହରର ତାପମାତ୍ରା, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର। ୪୦.୨ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ସମ୍ବଲପୁର ଓ ଟିଟିଲାଗଡ଼ରେ ତାପାମାତ୍ରା ୪୦ ଡିଗ୍ରୀ । ଭୁବନେଶ୍ବରରେ ପାରଦ ୩୩.୨ ଡିଗ୍ରୀ, କଟକରେ ୩୨.୮ ଡିଗ୍ରୀ ।













Click it and Unblock the Notifications