ରାଜ୍ୟରେ ଖସୁଛି ପାରଦ, ଧୀରେ ଧୀରେ ବଢିବ ଥଣ୍ତା
Odisha Weather: ରାଜ୍ୟରେ ଖସୁଛି ପାରଦ, ଧୀରେ ଧୀରେ ବଢିବ ଥଣ୍ତା । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ରାଜ୍ୟରେ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ୯ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସି ପାରେ । ସେହିପରି ଆସନ୍ତା ୭ ଦିନ ପାଗ ଶୁଖିଲା ରହିବ । ହେଲେ ଶୀତ ବଢିବ । ସେହିପରି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ରହିଛି ।













Click it and Unblock the Notifications