ଖସିବ ପାରଦ, ରାତିରେ ବଢିବ ଶୀତ

ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟରେ ପାରଦ ଆହୁରି ଖସିବ ।

ଭୁବନେଶ୍ୱର : ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟରେ ପାରଦ ଆହୁରି ଖସିବ । ଏଥିସହ ରାତିରେ ଅଧିକ ଶୀତ ଅନୁଭୂତ ହେବ । ରାଜ୍ୟର ଅଧିକାଂଶ ସ୍ଥାନରେ ରାତିରେ ପାରଦ 4ରୁ 5 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସିବ ବୋଲି କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାସ । ଆହୁରି ମଧ୍ଯ ରାଜ୍ୟର କିଛିଟା ସ୍ଥାନରେ ମଧ୍ୟମ ଧରଣର କୁହୁଡି ଦେଖାଯିବ ।

ଭୁବନେଶ୍ୱର ପାଣିପାଗ

ଯେଉଁ ସବୁ ସ୍ଥାନରେ କୁହୁଡି ଦେଖାଯିବ ସେଗୁଡିକ ମଧ୍ୟରେ କଟକ, ଖୋର୍ଧା, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କନ୍ଧମାଳ ଓ କେଉଁଝର ଆଦି ସ୍ଥାନ ରହିଥିବା ସେ କହିଛନ୍ତି । ଶେଷରେ ଆଜି ସକାଳେ ଦାରିଙ୍ଗୀବାଡି ଓ କୋରାପୁଟରେ ତାପମାତ୍ରା 15 ଡିଗ୍ରୀ ସେଲସିୟସ ରହିଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+