ହୋଲିରେ ନିଆଁ ବର୍ଷା: ସମ୍ବଲପୁରରେ ୩୭ ଡିଗ୍ରୀ ଟପିଲା ତାପମାତ୍ରା
Odisha Weather: ହୋଲିରେ ନିଆଁ ବର୍ଷା । କାଲି ଅପେକ୍ଷା ଆଜି ପଶ୍ଚିମ ଓଡ଼ିଶାରେ ଅଧିକ ତାତି । ସାଢେ ୧୧ ଟାରେ ସମ୍ବଲପୁରରେ ୩୭.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ହେଲେ ଗତକାଲି ସମାନ ସମୟରେ ୩୬. ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।













Click it and Unblock the Notifications