Get Updates
Get notified of breaking news, exclusive insights, and must-see stories!

ତେଲେଙ୍ଗାନା ବିସ୍ଫୋରଣ, ୪ ଓଡ଼ିଆଙ୍କ ମୃତ୍ୟୁ

ତେଲେଙ୍ଗାନା କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣରେ ୪ ଓଡ଼ିଆଙ୍କ ମୃତ୍ୟୁ ଘଟିଛି । ଘଟଣାରେ ଆହତମାନଙ୍କ ଭିତରେ ମଧ୍ୟ ୪ ଓଡ଼ିଆ ସାମିଲ ଅଛନ୍ତି । ୪ ଓଡ଼ିଆଙ୍କ ମୃତଦେହ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ମୃତକ ୪ ଜଣଙ୍କ ଘର ଗଞ୍ଜାମ, କଟକ, ବାଲେଶ୍ୱର ଏବଂ ଯାଜପୁର ବୋଲି ଜଣାପଡ଼ିଛି ।

dead

ଏଯାଏଁ ବିସ୍ଫୋରଣ ଘଟଣାରେ ୪୨ରୁ ଅଧିକ ଲୋଙ୍କ ମୃତ୍ୟୁ ଘଟିଛି । ପଶାମିଲାରାମ ସିଗାଚି କେମିକାଲ ଫ୍ୟାକ୍ଟ୍ରିରେ କେମିକାଲ ବିସ୍ଫୋରଣ ହୋଇଥିବାବେଳେ ଘଟଣା ସମୟରେ ସେଠାରେ ୯୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+