Get Updates
Get notified of breaking news, exclusive insights, and must-see stories!

ଭିଜିଲାନ୍ସ ଜାଲରେ ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ....

ଲାଞ୍ଚ ନେବା ବେଳେ ଧରାପଡିଲେ ସୋରୋ ତହସିଲଦାର । ୪୦ ହଜାର ଟଙ୍କା ଲାଞ୍ଚ ସହ ଧରିଲା ଭିଜିଲାନ୍ସ । ପଥର ଟ୍ରକ ରିଲିଜ୍ ପାଇଁ ଲାଂଚ ନେବେ ଧରିଲା ଭିଜିଲାନ୍ସ ଟିମ । ସୋରୋ ତହସିଲଦାର ଦୈତାରୀ ମଲ୍ଲିକଙ୍କ ସହ ଜଣେ ଦଲାଲ ଦୟାନିଧି ଜେନାକୁ ମଧ୍ୟ ଧରିଛି ଭିଜିଲାନ୍ସ ଟିମ୍ ।

odisha

ସୋର ପୌରପାଳିକା ପଠାଣମହଲା ଖାନ କଦ୍ରି (ଚିଣ୍ଟୁ) ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଚାରି ଜଣିଆ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲେ l ୫ ପଥର ଟ୍ରକ ଛାଡିବାକୁ ଟଙ୍କା ନେଲା ବେଳେ ମାଡି ବସିଲା ଭିଜିଲାନ୍ସ l

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+